ଶୀତଦିନେ ଏଭଳି ବ୍ୟବହାର କରନ୍ତୁ ଆଲୋଭେରା ଜେଲ୍, ମିଳିବ ଚମକଦାର ତ୍ୱଚା
ଶୀତ ଋତୁରେ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଘଟେ । ଏହି ଋତୁରେ ଚର୍ମର ଶୁଷ୍କତା ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ, ଚର୍ମ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବଢିଥାଏ । ତେଣୁ ଏହି ଋତୁରେ ସ୍କିନକୁ ମଶ୍ଚରାଇଜ୍ କରିବା ନିହାତି ଜରୁରୀ । ଶୀତଦିନେ ଚର୍ମର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ…