ବ୍ୟାଟ୍ରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ
ଅଷ୍ଟ୍ରେଲିଆ: କ୍ରିକେଟରେ ‘ସ୍ମାର୍ଟବଲ୍’। କ୍ରିକେଟ୍କୁ ଅଧିକ ସ୍ୱଚ୍ଛ କରିବା ପାଇଁ ପ୍ରଥମେ ବ୍ୟାଟ୍ରେ ସେନସର୍ ଲଗାଯିବା ପରେ ଏବେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ। ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। ମାଇକ୍ରୋଚିପ୍ କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟ୍ବେଣ୍ଟି-୨୦…