Meta Orion AR Smart Glass ଲଞ୍ଚ ହୋଇଛି , ଜାଣନ୍ତୁ କ’ଣ ରହିଛି ଫିଚର୍ସ
ଟେକ୍ନୋଲୋଜି ଆଜି ଏହି ପର୍ଯ୍ୟରେ ପହଞ୍ଚିଛି, ଯେଉଁଠାରେ ଆମେ ଆମର ପ୍ରକୃତ ଦୁନିଆରୁ ଭର୍ଚୁଆଲ ଦୁନିଆକୁ ସହଜରେ ଯାଇପାରିବା । AI ଯଥା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଏବଂ AR ଯଥା ଆର୍ଗୁମେଣ୍ଟେଡ ରିଅଲିଟି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମାର୍କ ଜୁକରବର୍ଗଙ୍କ ଟେକ୍ନୋଲୋଜି…