ଓଜନ କମାଇବାକୁ ଚାହୁଁଥିଲେ ଖାଆନ୍ତୁ ସ୍ମୋକଡ୍ ଚିକେନ୍ ସାଲାଡ
ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ହିତକର ଖାଦ୍ୟ ହେଉଛି ସାଲାଡ। ତେଲ ମସାଲା ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ଭଲ ବିକଳ୍ପ। ତେବେ ପରିବା ଓ ଫଳରେ ତିଆରି ସାଲାଡ୍ ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଚିକେନ୍ରେ ତିଆରି ସାଲାଡ୍ କଥା କେବେ ଶୁଣିଛନ୍ତି କି! ଚିକେନ୍…