Browsing Tag

snake egg

ସାପ ଓଗାଳିଲା ଗିଳିଦେଇଥିବା କୁକୁଡା ଅଣ୍ଡା

ଉଦଳା(କେନ୍ୟୁଜ୍): ସାପ ଓଗାଳିଲା ଅଣ୍ଡା। ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ। ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ସ୍ନେକ ଲାଇଫ୍ ଲାଇନ୍ ସଦସ୍ୟଙ୍କୁ ଖବର…

ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ, ଗଡ ନିଆଳି ଗାଁରୁ ଗତ ମାସରେ କରାଯାଇଥିଲା ଉଦ୍ଧାର

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ମଲିପୁର ପଂଚାୟତ ଗଡନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଏବେ ଛୁଆ ଫୁଟିବା ଆରମ୍ଭ ହୋଇଛି । କେତେକ ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଆଉକେତେକ ଅଣ୍ଡାରୁ ଛୁଆ ଫୁଟିବା ବାକି ରହିଛି । ଗତ ମେ ମାସରେ ଗାଁ ନିକଟ ଜଙ୍ଗଲ ଭିତରେ ଏକ ଗାତରେ…

ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ

ବ୍ରହ୍ମଗିରି(କେନ୍ଯୁଜ୍): ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ। ସୂଚନା ଅନୁଯାୟୀ, ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ନବଘନ ନାୟକଙ୍କ ଘର ପଛପଟୁ ଚଳିତ ମାସ ୨ ତାରିଖରେ ଉଦ୍ଧାର ହୋଇଥିଲା ଏକ ନାଗ ସାପ ସହିତ ତାର ୧୦ ଟି ଅଣ୍ଡା। ଯାହା ବ୍ରହ୍ମଗିରି ସ୍ନେକ ହେଲ୍ପ…