ପାଚିଲା କେଶକୁ କଳା କରିବ ନାଲି ଚା’, ସପ୍ତାହରେ ୪ ଥର ଏମିତି ଉପାୟରେ କରନ୍ତୁ ବ୍ୟବହାର; ନାହିଁ କିଛି ବି ପାର୍ଶ୍ୱ…
ଭୁଲ୍ ଖାଦ୍ୟପେୟ ଏବଂ ବଢ଼ୁଥିବା ପ୍ରଦୂଷଣ କାରଣରୁ ଆଜିକାଲି ଲୋକଙ୍କର କେଶ ସମୟ ପୂର୍ବରୁ ପାଚି ଯାଉଛି। ଏହି ଧଳା କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ସାଧାରଣତଃ ହେୟାର କଲର ବ୍ୟବହାର କରି ଥାଆନ୍ତି। ଆଉ ଯେଉଁମାନେ ହେୟାର କଲର ବ୍ୟବହାର କରନ୍ତି, ସେମାନଙ୍କୁ ମଝିରେ ମଝିରେ ଏହାକୁ…