୧୪ ଅପ୍ରେଲରେ ଲଞ୍ଚ ହେବ ସୋନି ଏକ୍ସପେରିଆ ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ଫିଚରର୍ସ ରହିଛି ସ୍ମାର୍ଟଫୋନ୍ରେ
ଜାପାନୀ କମ୍ପାନି ୧୪ ଅପ୍ରେଲରେତା’ର ଲାଟେଷ୍ଟ ମଡେଲ ଫୋନ୍ Xperia ଲଞ୍ଚ କରିବାକୁ ଯାଉଛି । ଏ ସମ୍ପର୍କରେ ୟୁଟ୍ୟୁବ୍ରେ ସୂଚନା ଦେଇଛି କମ୍ପାନି ।
ଜାପାନ ମଲ୍ଟିନେସ୍ନାଲ୍ କମ୍ପାନି ସୋନି କର୍ପୋରେସନ୍ ତା’ର ଲାଟେଷ୍ଟ ମଡେଲ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନି ସୂତ୍ରରୁ ମିଳିଥିବା…