Below header
Browsing Tag

soon

ଅତିଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ହେବ ଘରୋଇକରଣ

ତେଜସ ପରେ କେନ୍ଦ୍ର ସରକାର ଦେଶର ରେଳ ଷ୍ଟେସନ ଓ ଟ୍ରେନ ଗୁଡିକର ଘରୋଇକରଣ ପ୍ରକ୍ରିୟା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଖୁବ ଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ଘରୋଇକରଣ ଖୁବ ଶୀଘ୍ର କରାଯିବ । କିଛି ଦିନ ପୂର୍ବରୁ ଦେଶର ଅନ୍ୟ ଏକ ସେମି ହାଇ ସ୍ପିଡ଼ ଟ୍ରେନ 'ତେଜସ' କୁ ଉତ୍ତର…

ଶାହାଜାହାନଙ୍କ ବେଗମ ମାନଙ୍କ ଆରାମ ସ୍ଥଳୀ ‘ଶିଶ ମହଲ’କୁ ବି ଦିଆଯିବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଦୁନିଆର ସବୁଠୁ ସାତୋଟି ଆଶ୍ଚର୍ଯ୍ୟଜନକ ସ୍ତମ୍ଭ ମଧ୍ୟରୁ 'ତାଜ ମହଲ' ଅନ୍ୟତମ । କିନ୍ତୁ ଏହା ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଏକ ମାତ୍ର ପ୍ରେମର ନୁହେଁ । ନିଜର ସୌଖିନ ଗୁଣ ପାଇଁ ଖ୍ୟାତି ଅର୍ଜନ କରିଥିବା ମୁଗଲ ସମ୍ରାଟ ଶାହାଜାହାନ ନିଜର ସବୁଠୁ ପ୍ରିୟ ବେଗମ ମମତାଜଙ୍କ ସ୍ମୃତିରେ ତ ଏହାକୁ…