Browsing Tag

sorada

ଗଞ୍ଜାମ: ପଛ ପଟୁ ଧକା ଦେଲା ବାଇକ, ୬ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ  ଜିଲ୍ଲା ସୋରଡା ଥାନା ଅନ୍ତ୍ରଗତ ସୁରମଣି ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ଘଟି ୬ ଆହାତ । ଚିକିତ୍ସା ନିମନ୍ତେ ସୋରଡା ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ସୁରମଣି ଗ୍ରାମର ମହିଳା ମାନେ ନିକଟରେ ଥିବା ନଦୀରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ…

ଜନ୍ମ ପର ଠାରୁ ବାପାକୁ ଦେଖିନି ପୁଅ, ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ତ୍ରୀକୁ ଛାଡି ନିଖୋଜ ହୋଇ ଯାଇଛନ୍ତି ସ୍ୱାମୀ

ସୋରଡା (କେନ୍ୟୁଜ) : ଦୀର୍ଘ ଚାରି ବର୍ଷ ହେବ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ରହିଛି ସ୍ତ୍ରୀ । ଏ ଦୁଃଖଦ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଚାକୁଣ୍ଡା ଗାଁର । ଏହି ଗାଁର ବାୟାରାମ ବିଶୋଇ। ସବୁ ପରିବାରଙ୍କ ଭଳି ସେ ମଧ୍ୟ ଚାହିଁଥିଲେ ବାପା ମା, ପୁଅ ବୋହୁ, ନାତି…

ପାଠ ପାଇଁ ନଥାଏ ବୟସ ସୀମା, ୩ଥର ବିଧାୟକ ହେବା ପରେ ମାଟ୍ରିକ୍ ପରୀକ୍ଷା ଦେଲେ ସୋରଡା ବିଧାୟକ

ସୋରଡ଼ା(କେନ୍ୟୁଜ୍): ସାରା ରାଜ୍ୟରେ ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ସୋରଡା ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ସ୍ଥାନରେ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ରେଗୁଲେର ପିଲା ୮ ଜଣ ଥିବା ବେଳେ ଏକ୍ସରେଗୁଲାରରେ ୨୫ ଜଣ ପିଲା ପରୀକ୍ଷା ଦେଉଛନ୍ତି ।…

ସାମାନ୍ଯ ବଚସାକୁ ନେଇ ଠେଙ୍ଗାରେ ବାଡେଇ ଯୁବକଙ୍କୁ ହତ୍ଯା

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାଡିଗୋଡା ଗ୍ରାମରେ ଠେଙ୍ଗାରେ ବାଡେଇ ବାଡେଇ ଯୁବକଙ୍କୁ ହତ୍ଯା। ଘଟଣାସ୍ଥଳରେ ଅରୁଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତକାଲି ଗ୍ରାମରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ସେହି ଭୋଜିରେ ଅରୁଣଙ୍କ ସହିତ ଗ୍ରାମର କିଛି…