Browsing Tag

soro rape case

ସୋର କରଞ୍ଜାବଣିଆ ଗାଁରେ ଦୁଷ୍କର୍ମକାରୀକୁ ପିଟି ପିଟି ହତ୍ୟା କଲେ ଉତ୍ଯକ୍ତ ଲୋକେ

ସୋର : ଦୁଷ୍କର୍ମକାରୀକୁ ପିଟି ପିଟି ହତ୍ୟା କଲେ ଗାଁ ଲୋକେ। ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତର କରଞ୍ଜାବଣିଆ ଗାଁରେ ଏ ଘଟଣା ଘଟିଛି। ଦୁଷ୍କର୍ମ କରିଥିବା ଯୁବକର ନାଁ ବସନ୍ତ ସିଂହ। ଜଙ୍ଗଲକୁ ପତ୍ର ଗୋଟେଇବାକୁ ଯାଇଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ବସନ୍ତ ସିଂହ।…