Browsing Tag

South Africa vs India

ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ତୃତୀୟ ଦିନିକିଆ, ଘରୋଇ ଦଳ ପାଇଁ ରହିଛି ସିରିଜ୍‌ ମୂଳପୋଛ ସୁଯୋଗ

ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟ । ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ସିରିଜ ହାତଛଡ଼ା କରିସାରିଥିବା ଭାରତୀୟ ଦଳ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଅନ୍ୟପଟେ ଘରୋଇ ଦଳ ପାଇଁ ସିରିଜ୍‌ ମୂଳପୋଛ ସୁଯୋଗ ରହିଛି । ପ୍ରଥମ…

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି ବିରାଟ, ନେଟ୍‌ସକୁ ଫେରି ଆରମ୍ଭ କରିଛନ୍ତି ଅଭ୍ୟାସ

କେନ୍ଯୁଜ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି କୋହଲି । ନେଟ୍‌ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିନଥିଲେ । ମଙ୍ଗଳବାରଠୁ କେପଟାଉନ୍‌ରେ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ ତୃତୀୟ ଟେଷ୍ଟ…

ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ହାତେଇଲା ସାଉଥ ଆଫ୍ରିକା, ସିରିଜ ୧-୧ରେ ବରାବର

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ଜିତିନେଇଛି ସାଉଥଆଫ୍ରିକା। ଟିମ୍‌ ଇଣ୍ଡିଆର ଅପରାଜେୟ ଧାରା ଭାଙ୍ଗିଛି ସାଉଥ ଆଫ୍ରିକା। ସାଉଥ ଆଫ୍ରିକା ଡିନ୍ ଏଲଗାରଙ୍କ ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏହି…

ଲଗାତାର ତୃତୀୟ ଶତକ କରି ଚର୍ଚ୍ଚାରେ ଋତୁରାଜ ଗାଏକ୍ୱାଡ, ସାଉଥ ଆଫ୍ରିକା ଗସ୍ତ ପାଇଁ ହୋଇପାରନ୍ତି ଚୟନ !

ଋତୁରାଜ ଗାଏକ୍ୱାଡ ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ଋତୁରାଜ ଆଇପିଏଲ ପରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଧମାଲ କରିଛନ୍ତି। ମହାରାଷ୍ଟ୍ରର ଗାଏକ୍ୱାଡ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ଶତକ କରି ସାଉଥ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଟିମ୍‌ ଇଣ୍ଡିଆରେ ନିଜର ସ୍ଥାନ…