ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଚୋରି ହେଲା ସୁନା ଓ ହୀରା ଅଳଙ୍କାର, ଥାନାରେ ମାମଲା ରୁଜୁ
ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଚେନ୍ନାଇସ୍ଥିତ ବାସଭବନରେ ଥିବା ଲକରରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ତେନାମପେଟ୍ ଥାନାରେ ଅଭିଯୋଗ ହୋଇଛି । ଚୋରି ହୋଇଯାଇଥିବା ମୂଲ୍ୟବାନ ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ।…