Below header
Browsing Tag

southern africa

ଆଫ୍ରିକାରେ ତାଣ୍ଡବ ରଚିଲା ବାତ୍ୟା ଫ୍ରେଡ୍ଡୀ: ୩୨୬ ଜଣଙ୍କ ମୃତ୍ୟୁ, ମାଟି ଅତଡା ତଳୁ ଖୋଜାଚାଲିଛି ଜୀବନ

ନୂଆଦିଲ୍ଲୀ : ଆଫ୍ରିକାରେ ତାଣ୍ଡବ ରଚିଲା ବାତ୍ୟା ଫ୍ରେଡ୍ଡୀ । ଝଡ଼ର ମାଡ଼ରେ ଘାଇଲା ଦକ୍ଷିଣ ଆଫ୍ରିକୀୟ ଦେଶ ମଲାୱି । ୩୨୬ ଜଣଙ୍କର ମୃତ୍ୟୁ ହୋଇଛି । ଫ୍ରେଡି ପ୍ରଭାବରେ ମାଲାଓ୍ଵିରେ ବନ୍ୟା ଓ ଭୂସ୍ଖଳନ ସବୁ କିଛି ଉଜାଡି ଦେଇଛି । ଘରଦ୍ୱାର ଭାଙ୍ଗିଛି। ରାସ୍ତାଘାଟ କଟି ଯାଇଛି। ପ୍ରଥମେ ପବନ…