Below header
Browsing Tag

soyabin balls

ଜାଣନ୍ତୁ କିପରି ପ୍ରସ୍ତତୁ କରିବେ ସୋୟାବିନ୍‌ ପକୋଡି, ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ

ବର୍ତ୍ତମାନ ଶୀତ ଋତୁ ଆସିଗଲାଣି ସେଥିପାଇଁ ସନ୍ଧ୍ୟା ହେବା ମାତ୍ରେ ଘରେ ପିଲାମାନେ କିଛି ନା କିଛି ଖାଇବା ପାଇଁ ଜିଦି କରିଥାନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଏପରି ରେସିପି ବିଷୟରେ କହିବୁ ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଏବଂ ବନାଇବା ପାଇଁ ମଧ୍ୟ ବହୁତ ସହଜ । ତେବେ ଆପଣ…

ଚା’ର ଚୁସକି ସହ ମଜା ନିଅନ୍ତୁ ସୋୟାବିନ୍‌ ବଲ୍ସ, ମିନିଟରେ ହେବ ପ୍ରସ୍ତୁତ

ଏବେର ଶୀତୁଆ ପାଗରେ ଚା ସହିତ କିଛି ଗରମା ଗରମ ଜିନିଷ ଖାଇବାର ମଜା କିଛି ଅଲଗା ପ୍ରକାର। ଚାର ଚୁସକି ସହିତ ଯଦି କିଛି ଗରମା ଗରମା ସ୍ନାକ୍ସ ମିଳିଯାଏ ତ ତାହେଲେ ଚାର ଆନନ୍ଦ ଆହୁରି ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କ ପାଇଁ ସୋୟାବିନ୍‌ ବଲ୍ସ ନେଇ ଆସିଛୁ। ଯାହା ଖାଇବାକୁ ସ୍ୱାଦିଷ୍ଟ ହେବା ସହିତ…