Browsing Tag

special train

ମହାରାଷ୍ଟ୍ରରୁ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯାଉଥିବା ବେଳେ ଓଡ଼ିଶାକୁ ଆସୁନାହିଁ କୌଣସି ଟ୍ରେନ, ଅସନ୍ତୋଷ…

କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ବହୁ ପ୍ରବାସୀ ଓଡ଼ିଆ । ମହାରାଷ୍ଟ୍ରରୁ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯାଉଥିବା ବେଳେ ଓଡ଼ିଶାକୁ କୌଣସି ଟ୍ରେନ ଯାଉନାହିଁ । ଯାହାକୁ ନେଇ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ…

ମୋଦି ସରକାରଙ୍କ ବଡ ପଦକ୍ଷେପ, ଲକଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ଦେଶରେ ପୂର୍ବ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସର ୧,୯୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୬୪ଜଣ ଠିକ ହୋଇଛନ୍ତି। ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ଏହିସବୁ ମଧ୍ୟରେ ଲକଡାଉନ ଜାରି ରହିଥିବାରୁ ଅନେକ ଲୋକମାନେ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଥିବା…

୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ଝାଡଖଣ୍ଡ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ତେଲେଙ୍ଗାନା: ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍‌। ତେଲେଙ୍ଗାନାରୁ ଏହି ଟ୍ରେନ୍‌ ଝାଡଖଣ୍ଡ ଅଭିମୁଖେ ବାହାରିଛି। ସକାଳ ୫ଟାରୁ ଏହି ଟ୍ରେନ୍‌ ବାହାରି ଆଜି ରାତିରେ ଝାଡଖଣ୍ଡର ହାଟିଆ ଷ୍ଟେସନରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ମାତ୍ର ୩ ଜଣ ଯାତ୍ରୀଙ୍କୁ ନେଇ ୧୫୮୧ କିଲୋମିଟର ଚାଲିଲା ଏହି ଟ୍ରେନ

ସାଧାରଣତଃ ପର୍ବପର୍ବାଣି ସମୟରେ ରେଳ, ବିମାନ ଯାତ୍ରା ରେ ବହୁତ ମାତ୍ରାରେ ଭିଡ ଜମିଥାଏ । ଆଗତୁରା ଟିକଟ ନକାଟିଲେ ଟିକଟ ମଧ୍ୟ ମିଳିନଥାଏ । ଭଲ ସିଟ ଟିଏ ମିଳିବା ଯେମିତି କାଠିକର ପାଠ ହୋଇଯାଏ । ଏହି ସମୟରେ ରେଳ ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି…

ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍‌, ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ୫ଟି ସ୍ୱତନ୍ତ୍ର OSRTC ବସ୍‌ର…

ପୁରୀ(କେନ୍ୟୁଜ୍): ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ। ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୫ଟି ସ୍ୱତନ୍ତ୍ର OSRTC ବସ୍‌ର ବ୍ୟବସ୍ଥା କରାଯାଇଛି। ଏହା କୋଲକତା ପର୍ଯ୍ୟନ୍ତ ଯିବ। ସେପଟେ ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍‌ର…