ଗଣିତ ଟ୍ରିକ୍: ନିଜ ଜନ୍ମ ବର୍ଷ ସହ ବର୍ତ୍ତମାନର ବୟସ ମିଶାନ୍ତୁ, ସମସ୍ତଙ୍କ ଉତ୍ତର ଆସିବ ୨୦୨୨; ବିଶ୍ୱାସ ନ ହେଲେ…
ଗଣିତ ଏକ ଏମିତି ବିଷୟ, ଯାହା ସହ ପ୍ରତ୍ୟେକ ଜିନିଷ ଯୋଡ଼ି ହୋଇ ରହିଥାଏ। ବିନା ହିସାବରେ ଦୁନିଆରେ କିଛି ବି କରିବା ଅସମ୍ଭବ ମନେ ହୁଏ। ପ୍ରତ୍ୟେକ କାମ ପାଇଁ ଦରକାର ପଡ଼େ ଗଣିତ। ତେବେ ଗଣିତର ସେମିତି ଏକ ନୂଆ ଟ୍ରିକ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଟ୍ରିକ୍ ମାଧ୍ୟମରେ…