Browsing Tag

sravan month

ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ବୋଲବମ ଭକ୍ତଙ୍କ ଭିଡ଼

ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଜି…

କାଉଡି ଯାତ୍ରାର କଡ଼ା ନିୟମ

ଚାଲିଛି ଶ୍ରାବଣ ମାସ । ଆରମ୍ଭ ହୋଇଛି କାଉଡିଆଙ୍କ ପାଣି ଭାର ଯାତ୍ରା । ଯଦି ଆପଣ କାଉଡି ଯାତ୍ରାରେ ଯାଉଛନ୍ତି ତେବେ କିଛି କଡା ନିୟମ ରହିଛି ଯାହାକୁ ମାନିବା ନିହାତି ଦରକାର । ଯଦି ଏହି ନିୟମ ମାନିବେ ନାହିଁ, ତେବେ ଆପଣଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ । ସାଧାରଣରେ…

ଶ୍ରାବଣରେ ହରଙ୍କୁ ଚଢ଼ାନ୍ତୁ ଏହି ଭୋଗ

ବାରରେ ସାର ସୋମବାର । ଶିବଙ୍କ ଅତି ପ୍ରିୟ ବାର ହେଉଛି ସୋମବାର। ବିଶେଷ କରି ଶ୍ରାବଣ ମାସ ରେ ଏହି ବାରର ବଡ ଗୁରୁତ୍ୱ ରହିଛି । ଆଜି ହେଉଛି ଚଳିତ ବର୍ଷ ର ପ୍ରଥମ ଶ୍ରାବଣ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ, ଶିବ ଭକ୍ତମାନେ ଏହି ମାସ କୁ…

କାଉଡି ଭାରକୁ ତଳେ ରଖାଯାଏ ନାହିଁ କାହିଁକି? ଜାଣନ୍ତୁ ଶ୍ରାବଣ ମାସରେ କାଉଡି ଯାତ୍ରାର ପ୍ରମୁଖ ନିୟମ ସମ୍ପର୍କରେ..

ଶ୍ରାବଣ ମାସରେ ଶିବଭକ୍ତ ମାନେ କାଉଡି ଯାତ୍ରା କରିଥାନ୍ତି। ପ୍ରତ୍ୟେକ କାଉଡିଆ ସାଙ୍ଗରେ ବାହୁଙ୍ଗି ଧରି ପାଣି ଭାର ନେଇ ଅଭିଷ୍ଟ ଶୈବପୀଠକୁ ଯାଇଥାନ୍ତି। ତେବେ ଏହି ସମୟରେ ଲୋକମାନେ ଅନେକ ନିୟମ ପାଳନ କରିଥାନ୍ତି। କୁହାଯାଏ ଯେ କାଉଡି ରେ ଥିବା ଢ଼ାଳ କୁ ଭୂମିରେ ରଖାଯାଏ ନାହିଁ। ଏହି ନିୟମ…

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ…

ଶ୍ରାବଣ ମାସରେ ମୟୂର ପଙ୍ଖର କରନ୍ତୁ ଏହି ଖାସ୍‌ ଉପାୟ, ଆର୍ଥିକ ସଙ୍କଟ ଦୂର ହେବା ସହ ମିଳିବ ସବୁ ସୁଖ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ସେମିତି ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖ ର ଉପାୟକୁ ମଧ୍ୟ ବେଶି ଗୁରୁତ୍ୱ ଦିଆଯାଇଛି। ଯଦି ଶ୍ରାବଣ ମାସରେ ମୟୂର ପଙ୍ଖର କିଛି ଖାସ ଉପାୟ…

ଶ୍ରାବଣ ମାସରେ ମହିଳା ଏହି କାରଣରୁ ପିନ୍ଧନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟକୁ କିପରି ବଦଳାଇ ଦିଅନ୍ତି

ଭଗବାନ ଶିବଙ୍କ ଆରାଧନା ପାଇଁ ଶ୍ରାବଣ ମାସକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ଶିବ ଭକ୍ତଙ୍କ ପାଇଁ ଏହି ମାସ ବହୁତ ଖାସ୍ ହୋଇଥାଏ। ଏହି ଦିନେ ସବୁଆଡ଼େ ସବୁଜିମା ଛାଇ ଯାଇଥାଏ। ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ଏବଂ ଶାଢ଼ି ପିନ୍ଧନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଶ୍ରାବଣ ମାସରେ ସବୁଜ…