Below header
Browsing Tag

srimandir

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ ହୋଇଛି । ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ ସ୍ଥାପନ, ସେବାୟତଙ୍କ ପାଇଁ ଗୁରୁକୁଳ ସ୍କୁଲ ଶୀଘ୍ର ସ୍ଥାପନ, ସେବାୟତ ଛାତ୍ରଛାତ୍ରୀଙ୍କୁ…

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍, ବିସ୍ଥାପିତଙ୍କୁ ମିଳିବ ସହାୟତା

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଧିଗୃହୀତ ହୋଇଥିବା ଅଞ୍ଚଳରେ ଥିବା ଘରଗୁଡ଼ିକ ପାଇଁ ସବୁ ପରିବାରକୁ କ୍ଷତିପୂର୍ଣ ଦିଆଯିବ।…

ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସୁନାବେଶ

ପୁରୀ (କେନ୍ଯୁଜ୍) : ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେଉଛି। ଆପଦମସ୍ତକ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ପୁଷ୍ପାଳକ ସେବାୟତମାନେ ଅନ୍ୟ ସେବାୟତଙ୍କ ସହଯୋଗରେ ମହାପ୍ରଭୂଙ୍କୁ ସୁନାବେଶରେ…

ପୁରୀ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣ ଗିରଫ, ଏପଟେ ଆମିକସ୍‌ କ୍ୟୁରୀଙ୍କୁ ପ୍ରଦାନ କରାଯାଇଛି ରିପୋର୍ଟ

ପୁରୀ(କେନ୍ଯୁଜ୍) : ପୁରୀରେ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣ ଗିରଫ । ଆଜି ସେମାନଙ୍କୁ ଗିରଫ କରିଛି ପୁରୀ ପୋଲିସ । ଏପର୍ଯ୍ଯନ୍ତ ହିଂସାକାଣ୍ଡ ଓ ଗଣ୍ଡଗୋଳ ମାମଲାରେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫ ହୋଇଥିଲେ ୧୧ ଜଣ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ…