ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସୁନାବେଶ

ପୁରୀ (କେନ୍ଯୁଜ୍) : ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେଉଛି। ଆପଦମସ୍ତକ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ପୁଷ୍ପାଳକ ସେବାୟତମାନେ ଅନ୍ୟ ସେବାୟତଙ୍କ ସହଯୋଗରେ ମହାପ୍ରଭୂଙ୍କୁ ସୁନାବେଶରେ ଭୂଷିତ କରିବେ। ବର୍ଷକରେ ରତ୍ନସିଂହାସନ ଉପରେ ୪ଥର ସୁନାବେଶ ଅନୁଷ୍ଠିତ ହେଉଥିବାବେଳେ ରଥ ଉପରେଥରେ ଏହି ବେଶ ହୋଇଥାଏ। ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ସନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.