Browsing Tag

sriram nabami

ରାମନବମୀରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ ?

ଆସନ୍ତାକାଲି ରାମନବମୀ। ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରୁ ଜନ୍ମ ନେଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ସତ୍ୟ ଯୁଗରେ ରାଜା…

ରାମ ନବମୀରେ ହୁଏ ମହାପ୍ରଭୁଙ୍କ ରଥକାଠ ଚିରା, ଜାଣନ୍ତୁ କଣ ରହିଛି ରୀତିନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଉ ଏକ ଦୃଷ୍ଟାନ୍ତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଘୋଷଯାତ୍ରାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ମାଉସୀ ଘରକୁ ଗମନ କରିଥାଆନ୍ତି। ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରେ ପାଳିତ ହୁଏ ରଥଯାତ୍ରା। ଘର ଘର ନାଦରେ…

ପୁରୀ: ଲକ ଡାଉନ ଯୋଗୁଁ ଫିକା ପଡିଲା ଶ୍ରୀରାମ ନବମୀ ପାଳନ, ମନ୍ଦିର ବାହାରୁ ଦର୍ଶନ କରି ଫେରିଲେ ଭକ୍ତ

ପୁରୀ:  ଆଜି ପବିତ୍ର ରାମ ନବମୀ । କରୋନା ଲକ ଡାଉନ ପରିସ୍ଥିତିରେ କିଛିଟା ଫିକା ପଡିଛି ରାମ ନବମୀ ଉତ୍ସବ । ଅନ୍ୟ ପକ୍ଷରେ ଆଜି ଦେଶବ୍ୟାପୀ ଲକ ଡାଉନର ନବମ ଦିବସ । ପୁରୀ ଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ବି ପଡିଛି ତାଲା । ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ବିଶ୍ୱାସ ରଖୁଥିବା ଲୋକେ ସକାଳୁ…