Below header
Browsing Tag

stamina

କଣ ଆପଣ ଶୀଘ୍ର ଥକି ଯାଉଛନ୍ତିକି, ତେବେ ଜାଣନ୍ତୁ ଏହା ପଛର କାରଣ

କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ ଭୋକ ମଧ୍ୟ ଲାଗୁନାହିଁ ଓ କମ ସମୟ ଭିତରେ ହାଲିଆ ଲଗୁଛି | କଣ ଏହା ପଛର ପ୍ରକୃତ କାରଣ କଣ ଆପଣ ଜାଣିଛନ୍ତି ? ଏହା ପଛର ପ୍ରକୃତ କାରଣ ହେଉଛି ଆପଣଙ୍କ ଶରୀରର ଷ୍ଟାମିନା କମିବା ।…