Below header
Browsing Tag

steel and mining department

ରାଜ୍ୟ ସରକାର ଐତିହାସିକ ସଫଳତା: ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ

ଭୁବନେଶ୍ବର(କେନ୍ଯୁଜ୍): 5T ରୂପାନ୍ତରଣରେ ବୈପ୍ଲବିକ ପରିବର୍ତ୍ତନ । ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ। ଖଣି ରାଜସ୍ୱ ସଂଗ୍ରହରେ ଐତିହାସିକ ସଫଳତା ପାଇଛନ୍ତି ରାଜ୍ୟ ସରକାର। ୨୦୨୧-୨୨ ଆର୍ଥିକ ବର୍ଷର ଚଳିତ ମାର୍ଚ୍ଚ ସୁଦ୍ଧା ୪୧ ହଜାର ୧୯୧ କୋଟି ଟଙ୍କାର ଖଣି ରାଜସ୍ୱ ସଂଗ୍ରହ ହୋଇଛି ।…

ଇସ୍ପାତ ଓ ଖଣି ବିଭାଗର ପଶିଲା କରୋନା, ଏକକାଳୀନ ୧୫ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ…