Browsing Tag

stf seized pangolin

ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସଟିଏଫ ଟିମର ଚଢାଉ: ୨ ଅଭିଯୁକ୍ତ ଗିରଫ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ବର(କେନ୍ୟୁଜ): STF କବ୍‌ଜାରେ ୨ ବନ୍ୟପ୍ରାଣୀ ଅପରାଧୀ । ସେମାନଙ୍କ ନିକଟରୁ ପ୍ରାୟ ୩ ଫୁଟ ଲମ୍ବ ୯ କେଜିର ବଜ୍ରକାପ୍ତା ଉଦ୍ଧାର । ବିକ୍ରି ପାଇଁ ଡିଲ୍‌ ଚାଲିଥିବା ସମୟରେ ଏସଟିଏଫ ଟିମ୍‌ ହାତରେ ଧରାପଡିଲେ ଦୁଇ ଯୁବକ । ବଲାଙ୍ଗିର- ଡୁଙ୍ଗୁରିପାଲି ରାସ୍ତା କଡରେ ଚାଲିଥିଲା ମୂଲଚାଲ ।…

ଡିଲ ବେଳେ ସାଧା ପୋଷାକରେ ମାଡିବସିଲା ଏସଟିଏଫ୍: ୬ କେଜି ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ନୂଆପଡ଼ା (କେନ୍ୟୁଜ୍‌): STF କବ୍ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬ କେଜି ବଜ୍ରକାପ୍ତା କାତି ଜବତ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ମିଳିଛି ସୂଚନା। ତେବେ ଗିରଫ ଅଭିଯୁକ୍ତର ନା ବିକ୍ରମ ମାଝୀ। ଖରିଆର ବନ ବିଭାଗ ସହାୟତାରେ ଡିଲ ବେଳେ ମାଡି ବସିଲା ଏସଟିଏଫ୍ ଟିମ୍।…

୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ, STF କବ୍‌ଜାରେ ୨ ବେପାରୀ

ବଲାଙ୍ଗିର(କେନ୍ୟୁଜ୍): STF କବ୍‌ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଦୁଇ ଜଣ ବେପାରୀ ଗିରଫ। ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ବଲାଙ୍ଗିର ଜିଲ୍ଲା ଆଇନାପଲ୍ଲୀ ଗାଁ ନିକଟ ରାସ୍ତା କଡରେ ଡିଲ୍‌ ବେଳେ ମାଡି ବସିଲା STF । ବଲାଙ୍ଗିର ବନ ବିଭାଗ ସହାୟତାରେ ବେପାରୀଙ୍କୁ…

ପୁଣି STF ଜାଲରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ଜୀବନ୍ତ ବଜ୍ରକାପ୍ତ ଜବତ

ଭୁବନେଶ୍ବର(କେନ୍ୟୁଜ୍):ଥମୁନାହିଁ ବଜ୍ରକାପ୍ତ ଚୋରା ଚାଲାଣ କାରବାର। ଓଡିଶାରୁ ଏବେ ବି ବେଧଡ଼କ ଭାବେ ଚାଲାଣ ହେଉଛି ବଜ୍ରକାପ୍ତା। ଯାହାର ଚେରକୁ ଖୋଜିବାରେ ବିଳଫ ହେଉଛି ପୋଲିସ ଓ ବନବିଭାଗ। କେବଳ ଚୋରା ଚାଳାଣକାରୀକୁ ଧରି ସାବାସୀ ସାଉଣ୍ଟୁଛି ବନ ବିଭାଗ। ଏହି ଭଳି ଆଜି ୨ ଜଣ ବଜ୍ରକାପ୍ତା…