ଡିଲ ବେଳେ ସାଧା ପୋଷାକରେ ମାଡିବସିଲା ଏସଟିଏଫ୍: ୬ କେଜି ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ନୂଆପଡ଼ା (କେନ୍ୟୁଜ୍‌): STF କବ୍ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬ କେଜି ବଜ୍ରକାପ୍ତା କାତି ଜବତ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ମିଳିଛି ସୂଚନା। ତେବେ ଗିରଫ ଅଭିଯୁକ୍ତର ନା ବିକ୍ରମ ମାଝୀ। ଖରିଆର ବନ ବିଭାଗ ସହାୟତାରେ ଡିଲ ବେଳେ ମାଡି ବସିଲା ଏସଟିଏଫ୍ ଟିମ୍। ନୂଆପଡ଼ା ଜିଲ୍ଲା ନୂଆପଡା ପଦ୍ମପୁର ରାସ୍ତା କଡରେ ଡିଲ ବେଳେ ସାଧା ପୋଷାକରେ ମାଡିବସିଲା ଏସଟିଏଫ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.