Browsing Tag

strict checking

ରାଜଧାନୀରେ କମିଶନରେଟ ପୋଲିସର କଡ଼ା ଚେକିଂ, ମଦୁଆ ଚାଳକଙ୍କ ପାଖରୁ ଆଦାୟ କଲା ଫାଇନ

ଭୁବନେଶ୍ୱର : ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ୫ ରୁ ୬ଟି ଛକରେ ହୋଇଛି ବ୍ଲକିଙ୍ଗ ଚେକିଂ । କେୟାରରେଲେସ ଡ୍ରାଇଭିଂ କିମ୍ବା ମଦପିଇ ବେପରୁଆ ଗଡିଚାଳକ ମାନଙ୍କୁ ସାବାଡ କରିବା ପାଇଁ ଏହି ଚେକିଂ କରାଯାଇଥିଲା ।…

ରାଜଧାନୀରେ କଡ଼ାକଡ଼ା ବ୍ଲକିଂ-ଚେକିଂ, ନିଶାରେ ଗାଡ଼ି ଚଲାଇଲେ ଗଣିବେ ମୋଟା ଅଙ୍କର ତଣ୍ଡ

ଭୁବନେଶ୍ୱେର : ରାତିରେ ମଦ ପିଇ ଗାଡ଼ି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ସେଫ୍ଟି ସିଟି ଡ୍ରାଇଭକୁ କଡ଼ାକଡ଼ି କରିଛି କମିସନରେଟ ପୋଲିସ । ଭୁବନେଶ୍ବରର ପ୍ରମୁଖ ଛକ ଗୁଡ଼ିକରେ ବ୍ଲକିଂ ଚେକିଂ ଜୋର୍ ଦାର କରିଛି କମିଶନରେଟ୍ ପୋଲିସ। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ,…

ନିର୍ବାଚନ ପୂର୍ବରୁ କଡ଼ା ଚେକିଂ, ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କରୁଛନ୍ତି ପୋଲିସ

ଉମରକୋଟ (କେନ୍ୟୁଜ): ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କାର୍ଡ । ନିର୍ବାଚନ ପାଖେଇ ଆସୁଥିବାବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ । ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ୟ୍ୟାୟ…

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ

ଉମରକୋଟ (କେନ୍ୟୁଜ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି । କୁନ୍ଦେଇ ଓ ଉମରକୋଟ ପୋଲିସ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ କରାଯାଇଛି । ଉମରକୋଟର ଦଣ୍ଡସୋରା ଓ କୁନ୍ଦେଇ ଥାନାର ସମସ୍ତ ସୀମା ପ୍ରବେଶ ପଥରେ ପୋଲିସ ପକ୍ଷରୁ ତନଖି କରାଯାଇଛି । ପୋଲିସ ବିଭାଗ ସହ…

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଓ ଛୋଟ ଗାଡିର କଡାକଡି ଯାଞ୍ଚ, ଆଜିଠୁ ୨୭ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର…

କେନ୍ୟୁଜ୍: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ;ଚାଲିଛି କଡାକଡି ଯାଞ୍ଚ। ଆଜିଠୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ, ଜରୁରୀ କାମ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି

ସୁନ୍ଦରଗଡ଼: ଓଡ଼ିଶା - ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି । ଅତି ଜରୁରୀ କାମରେ ଯାଉଥିବା ଲୋକେ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି । ଗୋଟିଏ ରାଜ୍ୟରୁ କେହି ଯେମିତି ଅନ୍ୟ…