Browsing Tag

student committed suicide

ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଆଚାର୍ଯ୍ୟବିହାରର ଏକ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ମିଳିଛି। ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରି କଲେଜରେ…

ବାପା ନାମଲେଖା ଫି ନଦେଇ ପାରିବାରୁ କିଟନାଶକ ପିଇ ଆତ୍ମହତ୍ଯା କଲେ ଛାତ୍ର

କଳାହାଣ୍ଡି: ବାପା ନାମଲେଖା ଫି ନ ଦେଇ ପାରିବାରୁ ଆତ୍ମହତ୍ଯା ଭଳି କଠୋର ନିଷ୍ପତି ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ପଂଚାୟତ କେଲୁଆ ଗାଁରେ । ଗାଁର ସଞ୍ଜୟ ମାଝୀ କିଟନାଶକ ପିଇ ପ୍ରଥମେ ଗୁରୁତର ହୋଇଯିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ଯ…