Browsing Tag

student ill

ବିଷାକ୍ତ ଫଳ ଖାଇ ଭଦ୍ରକ ଅରେଇକଣା ସ୍କୁଲ ଛାତ୍ର ଛାତ୍ରୀ ଅସୁସ୍ଥ

ଭଦ୍ରକ (କେନ୍ୟୁଜ୍‌) : ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଅସୁସ୍ଥ ଛାତ୍ର ଛାତ୍ରୀମାନଙ୍କୁ ଭଣ୍ଡରୀପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି କି ଅରେଇକଣା ସ୍କୁଲରେ ଏହି ଘଟଣା ଘଟିଛି ।…

ବଲାଙ୍ଗିର : ଝିଟିପିଟି ପଡ଼ିଥିବା ଜାଣି ବି ଛାତ୍ରଙ୍କୁ ଦିଆଗଲା ଖାଦ୍ଯ, ଅସୁସ୍ଥ ଅବସ୍ଥାରେ ସଭିଏଁ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର (କେନ୍ୟୁଜ୍‌): ଖାଇବାରେ ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ । ବଲାଙ୍ଗୀର ସରକାରୀ ITI ହଷ୍ଟେଲରେ ଛାତ୍ର ଖାଉଥିବା ରାତ୍ରି ଭୋଜନରେ ଝିଟିପିଟି ବାହାରିଥିଲା । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ ବଲାଙ୍ଗୀର…

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ । ମୟୂରଭଞ୍ଜ ଜିଳ୍ଲା କୁସୁମୀ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଅନ୍ତେବାସୀ ମାଛ ଭାତ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ରାତିରେ ଅନ୍ତେବାସୀ ମାନେ ଖାଇସାରି ଶୋପଡିଥିଲେ । ସକାଳୁ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ସ୍କୁଲ…