Browsing Tag

student missing case

କୋରାପୁଟ ଡଙ୍ଗା ବୁଡ଼ି ଘଟଣା, ୧୪ଘଣ୍ଟା ପରେ ବି ମିଳୁନାହାନ୍ତି ନିଖୋଜ ୨ ଛାତ୍ର

କୋରାପୁଟ: କୋରାପୁଟ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ୧୪ଘଣ୍ଟା ପରେ ବି ମିଳୁନାହାନ୍ତି ନିଖୋଜ ୨ ଛାତ୍ର ।   ଅଗ୍ନିଶମ ବାହିନୀ ଦୁଇ ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି ।   ରାତି ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।  ଆଜି ସକାଳୁ ପୁଣି…

ନିଖୋଜ ଅଛନ୍ତି ଛାତ୍ର ସାଇପ୍ରକାଶ, ଦଶମ ଶ୍ରେଣୀର ଛାତ୍ର

ଭଦ୍ରକ: ରାସ୍ତା କଡ଼ରେ ଥୁଆ ହୋଇଛି ସାଇକେଲ ଏବଂ ବ୍ୟାଗ୍ । ନିଖୋଜ ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର ସାଇ ପ୍ରକାଶ ନାୟକ । ସେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ । ତେବେ ଛାତ୍ର ଜଣକ ବନ୍ତସ୍ଥିତ  ଦଶମ ଶ୍ରେଣୀ ସ୍କୁଲର ଛାତ୍ର ଅଟନ୍ତି । ଛାତ୍ରଙ୍କ ଘର ବନ୍ତ ଥାନା ଅଧିନ ଭଣ୍ଡାରଗଡ଼ିଆ ଗାଁରେ ।…

ନିଖୋଜ ହୋଇଥିବା ନେପାଳ ମେୟରଙ୍କ ଝିଅ ଗୋଆରୁ ଉଦ୍ଧାର, ମେଡିସେଟନ ସେଣ୍ଟରୁ ହୋଇଥିଲେ ଗାଏବ

ନେପାଳ ଧନଗଢୀ ସହରର ମେୟର ଗୋପାଳ ହମାଲଙ୍କ ଝିଅ ଗୋଆରୁ ନିଖୋଜ ହୋଇଥିଲେ । ଏବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ । ୩୬ ବର୍ଷୀୟ ଆରତୀ ହମାଲ ଦୁଇ ଦିନ ପୂର୍ବରୁ ଗୋଆରୁ ନିଖୋଜ ହୋଇଥିଲେ । ଯୁବତୀ ଜଣକ ଓସୋ ମେଡିଟେସନ ସେଣ୍ଟରରେ ଗତ କିଛି ମାସ ହେଲା ରହୁଥିଲେ । ଝିଅ ନିଖୋଜ ହେବାର…

ପାୱାର ଚାନେଲକୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା : ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ…

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ପିସି ବ୍ରିଜରୁ ଡେଇଁ ବୁର୍ଲା ଭିସୁଟର ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଆଜି ପୁଣି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ…

ଛାତ୍ରୀ ନିଖୋଜ ମାମଲା: ଭିଡିଓ ଭାଇରାଲ୍‌ କଲେ ସୁଭାଷିନୀ ; କହିଲେ ମୁଁ ନିଖୋଜ ନୁହେଁ ସ୍ୱଇଚ୍ଛାରେ ପ୍ରେମିକଙ୍କ ସହ…

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ଛାଡି଼ଆଡେ ଚର୍ଚା ହେଉଥିଲା। ନିଖୋଜ ଛାତ୍ରୀ ହେଲେ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ସୁଭାଷିନୀ ମଲ୍ଲିକ। ଶୁକ୍ରବାରଠୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା କ୍ୟାପିଟାଲ…