Browsing Tag

sugar white

ମିଠା ଜହର ଚିନି, ଡିମେନସିଆଠୁ ଆରମ୍ଭ କରି ଡିପ୍ରେସନ୍ ଭଳି ମାରାତ୍ମକ ରୋଗର ହୋଇଥାଏ କାରଣ  

ଜଣେ ଲୋକ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କିଲୋ ଚିନି ଖାଇଥାଏ । ହେଲେ ଅଧିକାଂଶ ଲୋକ ଜାଣନ୍ତି ମିଠାର ଏକ ନିଶା ହେଉଛି ଚିନି । ଟାଇପ୍ ୨ ଡାଇଭେଟିସର ବଡ କାରଣ ହେଉଛି ଅଧିକ ଚିନି ଖାଇବା । ଯେଉଁମାନେ ନିୟମିତ ଅଧିକ ଚିନି ଖାଇଥାନ୍ତି ସେମାନଙ୍କ ପାନକ୍ରିୟ ଅଧିକ ଇନସୁଲିନ୍ ଉତ୍ପନ୍ନ…