ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, ୬ ଚୀନ ନାଗରିକଙ୍କ ମୃତ୍ୟୁ
ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ। ୫ ଜଣ ଚୀନ ନାଗରିକଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ ଇଞ୍ଜିନିୟରଙ୍କ କନଭୟକୁ ଟାର୍ଗେଟ କରିଥିଲେ ଆତ୍ମଘାତୀ ଆକ୍ରମଣକାରୀ। ଇସଲାମବାଦରୁ ଦାସୁ କ୍ୟାମ୍ପକୁ ଯିବା ବେଳେ ଖାଇବର ପ୍ରୋଭିନ୍ସରେ ହମଲା ହୋଇଥିଲା। ଏଥିରେ ୫ ଜଣ ଚୀନ ନାଗରିକ ଓ ଜଣେ…