Browsing Tag

Sulfuric gas burst

କାମ ଚାଲିଥିବାବେଳେ ଫାଟିଲା ସଲଫ୍ୟୁରିକ ଗ୍ୟାସ, ୫ ଗୁରୁତର

ଗଞ୍ଜାମ (କେନ୍ୟୁଜ): ସଲଫ୍ୟୁରିକ ଗ୍ୟାସ ଲିକ୍ ହୋଇ ୫ ଗୁରୁତର ।  ଗଞ୍ଜାମରେ ଗ୍ରାସୀମ କମ୍ପାନୀରେ ଅଘଟଣ ।  ଆଜି ସକାଳୁ କାମ ଚାଲିଥିବାବେଳେ ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ପାଇପ ଫାଟି ଯାଇଥିଲା । ଫଳରେ ୫ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…