Below header
Browsing Tag

summer temperature

୪୧ ଡିଗ୍ରୀ ଟପିଲା ୭ ସହରର ତାପମାତ୍ରା, ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଡରାଉଛି ତାତି ।  ଯେମିତି ନିସ୍ତାର ନାହିଁ । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହରର ତାପମାତ୍ରା ।  ଗତକାଲି ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି ।  ଆଜି ଠାରୁ ୬ ତାରିଖ ଯାଏ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ଲହରୀକୁ…

ଉପର ମୁଁହା ପାରଦ: ସୋନପୁରରେ ୪୩. ୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଜଳୁଛି ସାରା ଓଡ଼ିଶା । ଆଜି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୋନପୁର ସମେତ ବଲାଙ୍ଗୀର ଓ ଟିଟିଲାଗଡ଼ର ତାପମାତ୍ରା ୪୩ ଡିଗ୍ରୀ ସେଲିସୟସ ଉପରେ ରହିଛି । ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ…

ଏହି ବର୍ଷ ପୂର୍ବ ଅପେକ୍ଷା ହେବ ଅଧିକ ଗରମ, ସୂଚନା ଦେଇଛନ୍ତି ପାଣିପାଗ ବିଭାଗ

ଚଳିତ ବର୍ଷ ଗରମ ଅଧିକ ହେବ ବୋଲି ସୂଚନା ମିଳୁଛି। ଏପ୍ରିଲରୁ ଜୁନ ମାସ ଭିତରେ ଉତ୍ତର ଭାରତରେ ତାପମାତ୍ରା ଅଧା ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ହୋଇପାରେ। ପାଣିପାଗ ବିଭାଗ ଏହାର ସୂଚନା ଦେଇଛନ୍ତି। ଅନୁମାନ କରାଯାଉଛି ଯେ ଏହି ତିିନି ମାସରେ ତାପମାତ୍ରା ଦିନ ଏବଂ ରାତିରେ ଅଧା ଡିଗ୍ରୀ…