ନାଁ ମୁଁ କପିଲଙ୍କୁ ଛାଡ଼ି ନାହିଁ, ଏମିତି କହିଲେ ସୁମୋନା ଚକ୍ରବର୍ତ୍ତୀ
ଦ କପିଲ ଶର୍ମା ସୋ’ରୁ ସୁମୋନା ଚକ୍ରବର୍ତ୍ତୀ ଓହରି ଯାଇଛନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି । ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ସୁମୋନା । ସେ କହିଛନ୍ତି କି ମୁଁ ଆଉ ଗୋଟିଏ ସୋ’ରେ କାମ କରିବାକୁ ଯାଉଛି ଯାହାର ପ୍ରମୋ ଚାଲିଛି । ତେବେ କପିଲ ଶର୍ମା ସୋ’କୁ ମୁଁ ଛାଡ଼ିବାର ପ୍ରଶ୍ନ ଉଠୁ…