Below header
Browsing Tag

Superstitions

କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରହିଛି ଏମିତି ଅଜବ ପ୍ରକାର ଅନ୍ଧବିଶ୍ୱାସ, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଆପଣ ପ୍ରାୟ ସମୟରେ ଦେଖିଥିବେ କି, ଯେତେବେଳେ ବି ବିଲେଇ ରାସ୍ତା କାଟିଥାଏ, ସେତେବେଳେ ରାସ୍ତାରେ ଚାଲୁଥିବା ଲୋକଟିଏ ହଠାତ ଅଟକି ଯାଇଥାଏ। ତେବେ ଏହା ଦେଉଛି ଆମ ଦେଶରେ ଚାଲିଥିବା ଏକ ଅନ୍ଧବିଶ୍ୱାସ। ସବୁବେଳେ ଆମେ ଭାବୁ କି, ଅନ୍ଧବିଶ୍ୱାସ କେବଳ ଆମ ଦେଶରେ ହିଁ ଚାଲୁଥିବ, କିନ୍ତୁ ବାସ୍ତବରେ…

ଜାଣନ୍ତୁ ୧୦ଟି ଅନ୍ଧବିଶ୍ୱାସ ସମ୍ପର୍କରେ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଏକବିଂଶ ଶତାବ୍ଦୀରେ ବି ଲୋକଙ୍କ ମନର କୌଣସି ନା କୌଣସି କୋଣରେ ଅନ୍ଧବିଶ୍ୱାସ ଘର କରି ରହିଛି । ଯେତେ ଆଧୁନିକ ଜୀବନ ଶୈଳୀ ଅତିବାହିତ କଲେ ମଧ୍ୟ ସାଧାରଣ ଲୋକେ ଏହା ପ୍ରଭାବରୁ ଶହେ ପ୍ରତିଶତ ମୁକୁଳି ପାରି ନାହାନ୍ତି । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଏହି ଅନ୍ଧବିଶ୍ୱାସ ହିଁ ନିଜର କାୟା…

ଦୁନିଆର ୫ଟି ଅଜବ ଅନ୍ଧ ବିଶ୍ୱାସ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଆମେ ମାନେ ଯଦି ରାସ୍ତାରେ ଯାଉଥାଉ ବିଲେଇ ଟିଏ ରାସ୍ତା କାଟିଦେଲା । ତେବେ ଆମେ ତାହାକୁ ବହୁତ ଅଶୁଭ କହୁ। କୌଣସି ଶୁଭ କାମରେ ଯାଉଥାଉ ତେବେ ତ କଥା ସରିଲା । ଆମେ ଅଧା ବାଟରୁ ଫେରିଯାଉ ଵା କାମଟିକୁ ସେହିଠାରେ ଅଟକାଇ ଦେଉ । କେତେଜଗାରେ ଲୋକେ ଛିଙ୍କିବାକୁ ଅଶୁଭ ବୋଲି ଧରିଥାନ୍ତି । ଆମେ ଆଜି…

ଉଦଳା: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, ଡାକ୍ତରଖାନାରେ ମୃତକଙ୍କୁ ବଞ୍ଚାଇବାକୁ ଚାଲିଲା ଝଡାଫୁଙ୍କା

ଉଦଳା: ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଚାଲିଛି ମୃତକଙ୍କୁ ଜୀବିତ କରିବାର ପ୍ରୟାସ। ଗୁଣିଆ କରୁଛି ଝଡାଫୁଙ୍କା। ଉଦଳା ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଉଦଳା କାଠପାଳ ଗାଁର ଆରତୀ ନାମକ ଜଣେ ମହିଳାଙ୍କୁ ସାପ କାମୁଡି ଦେଇଥିଲା। ତାଙ୍କୁ ତୁରନ୍ତ ହସ୍‌ପିଟାଲରେ…