ସର୍ଜିକାଲ ଷ୍ଟ୍ରାଇକ୍ର ଦୁଇ ବର୍ଷ ପୂର୍ତ୍ତି, ବଡ଼ ଆକାରରେ ପାଳନ କରିବ କେନ୍ଦ୍ର
ଜାମ୍ମୁ-କାଶ୍ମୀର(କେନ୍ଯୁଜ୍) : ସର୍ଜିକାଲ ଷ୍ଟ୍ରାଇକ୍କୁ ଦୁଇ ବର୍ଷ ପୂରିଲା । ଦୁଇ ବର୍ଷ ତଳେ ପାକ୍ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ୨୦୧୬, ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ସେନାର ବ୍ରିଗେଡ୍ ହେଡ୍ କ୍ୱାର୍ଟର ଉପରେ ଆକ୍ରମଣ…