ବିଧବାଙ୍କୁ ହତ୍ୟା ପରେ ଥାନାରେ ଯୁବକର ଆତ୍ମସମର୍ପଣ, ମହିଳାଙ୍କ ଘରେ ରହି ବୁଝାସୁଝା କରୁଥିଲା ଅଭିଯୁକ୍ତ
ଆଠଗଡ଼: ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ଚାଞ୍ଚଲ୍ୟ । ଗତକାଲି ବିଳମ୍ୱିତ ରାତିରେ ଜଣେ ବିଧବା ମହିଳାଙ୍କୁ ଘରେ କାମ କରୁଥିବା ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଲୋଭରେ ଗଳା କାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ହତ୍ୟା କରିଥିବା ଯୁବକ…