ବାକ୍ ଶକ୍ତି ନଥିଲେ ବି ଲୁହଭିଜା ଆଖିରେ ଗୀତାଙ୍କ ଶ୍ରଦ୍ଧାଞ୍ଜଳି, ସଂକେତରେ କହିଲେ ମାଆ ପରି ଥିଲେ ସୁଷମା ସ୍ୱରାଜ
ସୁଷମାଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୀତା । ବାକ୍ ଶକ୍ତି ନଥିବା ଗୀତା ଲୁହଭିଜା ଆଖିରେ ତାଙ୍କୁ ସାଂକେତିକ ଭାଷାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଷମା ତାଙ୍କ ପାଇଁ ମାଆ ଭଳି ଥିଲେ ବୋଲି କହିଛନ୍ତୀ ଗୀତା । ସୁଷମାଙ୍କ ସହ ତାଙ୍କର ତାଙ୍କର ଗଭୀର ଭାବାତ୍ମକ ସଂପର୍କ ଥିଲା ।…