Browsing Tag

suspect pegion

ବାସୁଦେବପୁରରୁ ପୁଣି ଏକ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲାଗିଛି ଲୋଗ ସହ ରିଙ୍ଗ

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ନୋଡାଲ ସ୍କୁଲ ପାଖରୁ ସନ୍ଦିଗ୍ଧ ପାରା ଉଦ୍ଧାର କରିଛି ବନ ବିଭାଗ । ଗତକାଲି ସଂଧ୍ୟା ସମୟରେ ସେହି ସ୍କଲ ପାଖରେ ଏକ ପାରା ବସିଥିବା ବେଳେ ସେହି ଗ୍ରାମର ଶୁଶିଲ କୁମାର ମହାନ୍ତି ନାମକ ଏକ ଯୁବକ ସେହି ପାରାକୁ ଧରି…