କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିବାକୁ ଦାବି, ବମ୍ବେ ହାଇକୋର୍ଟରେ ଦାଖଲ ହେଲା ପିଟିସନ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କଙ୍ଗନା ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଲଗାତାର ଦେଶରେ ଘୃଣା ସୃଷ୍ଟି କରୁଥିବା ନେଇ ଅଭିଯୋଗ କରାଯାଇଛି।
ଅଭିଯୋଗକାରୀଙ୍କ ତରଫରୁ ଦାଖଲ କରାଯାଇଥିବା ପିଟିସନରେ…