ଆଖି ଉପରେ ଏପରି ହଳଦିଆ ରଙ୍ଗର ଗଣ୍ଠି ଜମା ହେଉଛି କି ? ହୋଇପାରେ କୋଲେଷ୍ଟ୍ରଲ
ମଣିଷ ଶରୀରରେ କୋଲେଷ୍ଟ୍ରଲ ଜମା ହେଲେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ। ଯଦି ଥରେ କୋଲେଷ୍ଟ୍ରଲ ହୋଇଯାଇଥାଏ, ତେବେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। କୋଲେଷ୍ଟ୍ରଲକୁ କମ୍ କରିବାରେ ବ୍ୟାୟାମ ଏବଂ ଡାଏଟର ବହୁ…