Browsing Tag

T-20 world cup 2022

ମୁହଁରୁ ଖାଇବା ଛଡାଇବା ଭଳି ଜିମ୍ବାୱେ ଠାରୁ ବିଜୟ ଛଡାଇ ଆଣିଲା ବାଂଲାଦେଶ, ନୋ ବଲ୍‌ର ଫାଇଦା ଉଠାଇପାରିଲାନି ଜିମ୍ବାୱେ

ଆଜିର ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ସୁପର ୧୨ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସହ ଲଢ଼ି ମାତ୍ର ୩ ରନରେ ପରାସ୍ତ ହୋଇଛି ଜିମ୍ବାୱେ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ କରିଥିଲା ବାଂଲାଦେଶ।…

ଅଷ୍ଟ୍ରେଲିଆ ମିଡିଆର ଖୁଲାସା, ବ୍ଲାକରେ ୫୦ ଗୁଣା ଅଧିକ ଦାମରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ୧୬ ଅକ୍ଟୋବରରୁ ଆରମ୍ଭ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ମେଲବର୍ଣ୍ଣ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ଆଉ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ଅକ୍ଟୋବରରେ…

୨୦୨୩କୁ ଘୁଞ୍ଚିଲା ମହିଳା ଟି-୨୦ ବିଶ୍ବକପ୍, ଆଇସିସି ନେଲା ଏଭଳି ନିଷ୍ପତ୍ତି

ମହିଳା ଟି-୨୦ ବିଶ୍ବକପ୍କୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଛି ଆଇସିସି। ଏହି ବିଶ୍ବକପ୍ ୨୦୨୨ ନଭେମ୍ବର ମାସରେ ହେବାର ଥିଲା। ହେଲେ କରୋନା ପ୍ରଭାବ ଯୋଗୁଁ ଏହି ବିଶ୍ବକପ୍କୁ ଏବେ ତିନି ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ବିଶ୍ବକପ୍ ୨୦୨୩ ଫେବ୍ରୁଆରି (୯ରୁ ୨୨ ତାରିଖ)ରେ ଅନୁଷ୍ଠିତ ହେବ।…