Browsing Tag

Tahsildar raid

ଭିଜିଲାନ୍ସ ରେଡ଼ ପଡିବା ଜାଣି ବାସଭବନରେ କବାଟ ଦେଇ ୧୫ରୁ ୨୦ ଲକ୍ଷ ଟଙ୍କାର ନୋଟ ପୋଡ଼ିଦେଲେ ତହସିଲଦାର

ଜୟପୁର: ଭିଜିଲାନ୍ସ  ରେଡ଼ ପଡିବା ଜାଣି ଘର ଭିତରେ କବାଟ ଦେଇ ୧୫ରୁ ୨୦ ଲକ୍ଷ ଟଙ୍କାର ନୋଟ ପୋଡ଼ି ଦେଲେ ତହସିଲଦାର। ଏଭଳି ଘଟଣା ଘଟିଛି ରାଜସ୍ଥାନ ସିରୋହୀ ଅଞ୍ଚଳରେ ।  ମିଳିଥିବା ସୂଚନା ମୁତାବକ ଗତକାଲି ଅର୍ଥାତ ୨୪ ମାର୍ଚ୍ଚ ୨୦୨୧ରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଟିମ୍ ସିରୋହୀ…

ବେଆଇନ୍‌ ଇଟା ଭାଟି ଉପରେ ତହସିଲଦାରଙ୍କ ଚଢ଼ଉ

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ପ୍ରସ୍ତୁତ ହେଉଥିବା ଇଟା ଭାଟି ଉପରେ ଚଢ଼ଉ।ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଟି ଇଟା ପ୍ରସ୍ତୁତ ହେଉଥିବା ଅଭିଯୋଗ ହେବା ପରେ ଆଜି ଆନନ୍ଦପୁର ତହସିଲଦାର ଚଢ଼ଉ କରି ବେଆଇନ ଇଟା ପ୍ରସ୍ତୁତ କରୁଥିବା…