Below header
Browsing Tag

taladanda canal side road

ବିକାଶର ନୂଆ ଅଧ୍ୟାୟ ଲେଖିଲା କଟକ ବଡ଼ ମେଡ଼ିକାଲ,ତାଳଦଣ୍ଡା କେନାଲ ପାର୍ଶ୍ୱର ସମ୍ପ୍ରସାରିତ ରାସ୍ତାକୁ ଉଦଘାଟନ କଲେ…

କେନ୍ୟୁଜ୍(ବ୍ୟୁରୋ):  ବିକାଶର ନୂଆ ଅଧ୍ୟାୟ ଲେଖିଲା କଟକ ବଡ଼ ମେଡ଼ିକାଲ । ଏଣିକି ଏସସିବିକୁ ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ଆଉ ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ । କଟକ ତାଳଦଣ୍ଡା କେନାଲ ପାର୍ଶ୍ୱର ସମ୍ପ୍ରସାରିତ ରାସ୍ତାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଆଜି କଟକ ତାଳଦଣ୍ଡା କେନାଲ ପାର୍ଶ୍ୱ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆଜି କଟକ ତାଳଦଣ୍ଡା କେନାଲ ପାର୍ଶ୍ୱ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତାଳଦଣ୍ଡାର ବାମ ଓ ଡାହାଣ କେନାଲ ବନ୍ଧକୁ ୩ ଲେନ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଉଭୟ…