Browsing Tag

talcher accident

ଭିନ୍ନ ଭିନ୍ନ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଭାରସାମ୍ୟ ହରାଇ କେନାଲରେ ପଡି ଜଣଙ୍କ ମୃତ୍ୟୁ

ତାଳଚେର/ମାହାଙ୍ଗା(କେନ୍ଯୁଜ୍): ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌ । ସ୍କୁଟି ଚାଳକ ମୃତ । ତାଳଚେର ବଅଁରପାଳ ୧୪୯ନମ୍ବର ରାଜପଥର ନୂଆପଡା ଗାଁ ନିକଟରେ ଦୁର୍ଘଟଣା । ମୃତକ ସୋମ୍ୟଦତ୍ତ ଶତପଥୀ । ଦୁର୍ଘଟଣା ପରେ କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।…

ତାଳଚେର କଣିହାଁ ଓମ୍‌ ଢାବା ନିକଟରେ ଟ୍ରକ ଧକ୍କାରେ ୨ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର: ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାଜପଥ ଅବରୋଧ। ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରୁଥିବା ବେଳେ, ତାଳଚେରରୁ କଣିହାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତାଳଚେର କଣିହାଁ ୫୩ ନମ୍ବର ଜାତୀୟ ରାଜପଥ ଓମ୍‌ ଢାବା ନିକଟ ରାସ୍ତାରେ…

ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ତାଳଚେର : ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକଟି ଦୃତ ଗତିରେ ତାଳଚେର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡିଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।