Below header
Browsing Tag

talcher strike

ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର (କେନ୍ୟୁଜ): ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି। ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ହୋଇଛି । ଫଳରେ ତାଳଚେରରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ଓ ରେଳଯୋଗେ କୋଇଲା ପରିବହନକୁ ବନ୍ଦ…

ଜମିହରା ପ୍ରଜାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା

ତାଳଚେର(କେନ୍ୟୁଜ୍): ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା। ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଶତାଧିକ ଗ୍ରାମବାସୀଙ୍କୁ ଅଟକ ପ୍ରତିବାଦ ସହ ଜମିହରା ପ୍ରଜାଙ୍କୁ ଉଚିତ ନ୍ୟାୟ ପ୍ରଦାନ ନେଇ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ…