Browsing Tag

taliban attack

ନିର୍ଦ୍ଦୟୀ ତାଲିବାନଙ୍କ ଛାତିଥରା କାଣ୍ଡ: ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ମାର୍କେଟରେ ଟାଙ୍ଗିଦେଲେ ଶବ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନ୍‌ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦେଶର ଲୋକଙ୍କ ଉପରେ ଧୀରେ ଧୀରେ ସେମାନେ ଅତି ନିର୍ଦ୍ଦୟ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ନିକଟରେ ତାଲିବାନ ଏମିତି କାମ କରିଛି, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ତାଲିବାନୀମାନେ ସ୍ଥାନୀୟ…

ତାଲିବାନର କ୍ରୁରତା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆକାଶରେ ଉଡିଲା ଶବ ବନ୍ଧା ହେଲିକପ୍ଟର

ଆମେରିକା ସୈନିକ ଆଫଗାନିସ୍ତାନରୁ ଫେରିବା ପରେ ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା ତାଲିବାନ। ଦେଶର ଦ୍ୱିତୀୟ ସବୁଠାରୁ ବଡ ସହ କନ୍ଧାରରେ ତାଲିବାନ ହାତରେ ଲାଗିଥିବା ଆମେରିକା ହେଲିକପ୍ଟରକୁ ବ୍ଲାକ ହକ୍‌ ବକୁ ତାଲିବାନୀ ଉଡାଉଥିବାର ଦେଖିବାକୁ ମିଳୁଛି। ଏହାଛଡା ତାଲିବାନୀ ଜଣେ ବ୍ୟକ୍ତିଙ୍କୁ…

କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା, ନାଗରିକଙ୍କୁ ଗେଟ୍‌ ଛାଡି ଚାଲିଯିବାକୁ ଆମେରିକାର ପରାମର୍ଶ

କାବୁଲ : କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା । ଏୟାରପୋର୍ଟ ଗେଟ୍‌ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆଇବି, ଇଷ୍ଟ, ନର୍ଥ ଗେଟରୁ ତୁରନ୍ତ ଛାଡି ଚାଲିଯିବାକୁ କାବୁଲରେ ଥିବା ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୂତାବାସ ଠାରୁ…

ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ।…

ମାଙ୍କଡ ହାତରେ ଶାଳଗ୍ରାମ ଧରାଇବା ଭଳି ଆଫଗାନିସ୍ତାନ ଜିମ୍‌ ଭିତରେ ପଶି ତାଲିବାନୀ କଣ ହେଉଛନ୍ତି ଦେଖନ୍ତୁ ଭିଡିଓ

ତାଲିବାନ୍‌ ଆଫଗାନିସ୍ତାନକୁ କବ୍ଜା କରିନେଇଛି। ପୁରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ କାବୁଲରେ ତ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାଉଛନ୍ତି। ଗୋଟିଏ ପଟେ ଯେଉଁଠି ଲୋକେ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି, ସେଠି ତାଲିବାନୀ ମାନେ ଏକଦମ୍‌ ମସ୍ତି କରୁଥିବାର…

୧୪୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ, ଏବେ ପାଇଁ କାବୁଲରେ ଦୂତାବାସକୁ ବନ୍ଦ…

ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି। ଲୋକେ ଜୀବନ ବିକଳରେ କ’ଣ କରିବେ ତାହା ଜାଣିପାରୁନାହାନ୍ତି। ଦେଶ ଛାଡିବା ପାଇଁ ଲୋକେ ଫ୍ଲାଇଟ ଟାୟାର ବସି ଆସିବାକୁ ଉଦ୍ଯମ କରୁଛନ୍ତି। ଆଫଗାନିସ୍ତାନର ଚିତ୍ର ଦେଖିଲେ ବିକଳ ଲାଗୁଛି। ଏପରି ସ୍ଥିତିରେ କାବୁଲରୁ ଭାରତୀୟ ଦୂତାବାସ…