ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଏବେ ଅଦିନିଆ ବର୍ଷା କନ୍ଦାଉଛି…
ସୋରଡା: କାଲିଠୁ ପୁଣି ବର୍ଷା । ଡିସେମ୍ବର ୨୪ ଓ ୨୫ ତାରିଖରେ ରାଜ୍ୟରେ ପୁଣି ବର୍ଷା ହେବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବର୍ଷା ସାଙ୍ଗକୁ କଲବଲ କରିବ ଘନ କୁହୁଡି। ୨୪ ଓ…