Below header
Browsing Tag

tangi news

ଅସୁସ୍ଥ ଦନ୍ତା ମୃତ, ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ହୋଇଥିଲା ସଂକ୍ରମଣ

ଟାଙ୍ଗି (କେନ୍ୟୁଜ)- ଅସୁସ୍ଥ ଦନ୍ତାର ମୃତ୍ୟୁ । ଗତ କାଲି ଦନ୍ତା ଛିଡା ହେବାରେ ଅସମର୍ଥ ହେଉଥିଲା । ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତା କୁ ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା ବନ ବିଭାଗ । ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟି ରୁ ଆସିଥିଲେ…

ଟାଙ୍ଗୀ : ତାତିଲେ ଜନତା, ଶ୍ମଶାନ ଜମିକୁ ନେଇ ୭ ବର୍ଷ ହେଲା ଲାଗି ରହିଥିବା ବିବାଦ ନେଲା ଉଗ୍ରରୂପ

କେନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ଦିର୍ଘ ୭ ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି । ପ୍ରଶାସନର ସଲାସୁତୁରା କାର୍ଯ୍ୟକ୍ରମକୁ ନେଇ ଶ୍ମଶାନ ଜମିରେ ଶବଦାହ ହୋଇପାରୁନାହିଁ । କିଛି ଲୋକ ଶ୍ମଶାନ ଜମି ଜବରଦଖଲ…

ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ଚାରି ଜୁଆଡି ଗିରଫ ସହ ମୋବାଇଲ ଓ ବାଇକ୍ ଜବତ

କେନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ…

ଟାଙ୍ଗୀ: ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଲେ ୭୬ଟି ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା ସଦସ୍ୟା  ବାଣପୁର ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ପଂଚାୟତର ମହିଳା ମହାସଂଘର ଏମ୍‌.ବି.କେ, ସି.ଆର.ପି, ମହାସଂଘ ସଭାପତି, ସମ୍ପାଦିକା ମିଳିତ ପ୍ରିୟାପ୍ରୀତିରେ…

ଟାଙ୍ଗୀ ଗୋବିନ୍ଦପୁର ଛକ ନିକଟରେ ଅଭାବନୀୟ ଘଟଣା, ସ୍କୁଟିର ତେଲ ଟାଙ୍କି ଫାଟି ୧୦ଫୁଟ ଉପରକୁ ଉଠିଲା ନିଆଁ ହୁଳା

ଟାଙ୍ଗୀ: ଟାଙ୍ଗୀ ଥାନା ଗୋବିନ୍ଦପୁର ଛକ ନିକଟରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ସ୍କୁଟିରେ ଟାଙ୍ଗୀରୁ ଚଣ୍ଡିଖୋଲ ଯାଉଥିବା ବେଳେ ହଠାତ୍‌ ସ୍କୁଟିରେ ନିଆଁ ଲାଗିଥିଲା । ସ୍କୁଟି ତେଲ ଟାଙ୍କି ଫାଟିବା ସହ ୧୦ଫୁଟ ଉପରକୁ ନିଆଁ ହୁଳା ଉଠି ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଆରୋହୀ ଜଣକ…

ଗ୍ୟାସ ଟ୍ୟାଙ୍କର ସହ ହାଇୱା ମୁହାଁମୁହିଁ ଧକ୍କା: ୨ ଗୁରୁତର 

ଟାଙ୍ଗୀ : ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟରେ ଭୁବନେଶ୍ୱର ପଟୁ ଗ୍ୟାସ ଟ୍ୟାଙ୍କର ଆସୁଥିବାବେଳେ ବିପରୀତ ଦିଗ ବ୍ରହ୍ମପୁର ଆସୁଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଗୁରୁତର ହୋଇଛନ୍ତି…