Below header

ଅସୁସ୍ଥ ଦନ୍ତା ମୃତ, ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ହୋଇଥିଲା ସଂକ୍ରମଣ

ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟି ରୁ ଆସିଥିଲେ ବିଶେଷଜ୍ଞ ଦଳ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହର ପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିଲା ।

ଟାଙ୍ଗି (କେନ୍ୟୁଜ)- ଅସୁସ୍ଥ ଦନ୍ତାର ମୃତ୍ୟୁ । ଗତ କାଲି ଦନ୍ତା ଛିଡା ହେବାରେ ଅସମର୍ଥ ହେଉଥିଲା । ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତା କୁ ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା ବନ ବିଭାଗ । ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟି ରୁ ଆସିଥିଲେ ବିଶେଷଜ୍ଞ ଦଳ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହର ପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିଲା । ଏଥିପାଇଁ ହରିହର ପୁର ଜଙ୍ଗଲରେ ଡେରା ପକାଇଥିଲା ରଣପୁର ବନବିଭାଗ । ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଛି । ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.