Browsing Tag

tanhaji film teaser

ରିଲିଜ ହେଲା ଅଜୟ ଦେବଗନ ଓ କାଜଲ ଅଭିନୀତ “ତନ୍ହାଜୀ” ସିନେମାର ମୟା ଭବାନୀ ଗୀତ

ଅଜୟ ଦେବଗଣ ଓ କାଜଲ ଅଭିନୀତ ତନ୍ହାଜୀର ଲୋକପ୍ରିୟ ଗୀତ "ମୟା ଭବାନୀ" ଗୀତର ଟିଜର ରିଲିଜ ହୋଇଛି । ଏହି ଗୀତର ଲଞ୍ଚ ସମୟରେ ମରାଠା ସମ୍ପ୍ରଦାୟର 'ସୀମଗା' ଉତ୍ସବକୁ ପ୍ରଦର୍ଶନ କରାଯାଇଛି । ଆଉ ମଧ୍ୟ ଏହି ଗୀତ ଟିରେ ଏକ ଗାଁର ଲୋକେ ଏକା ସାଥିରେ ଦେବତାଙ୍କ ମୂର୍ତ୍ତି ଆଗରେ ପୂଜା କରାଯାଉ ଥିବାର…